ମୁଁ ଗେହିଲି ମୋନାକୁ, ମୋ ସାଙ୍ଗ ଆଦି ଗେହିଲା ମାନିକୁ : ଗୋଟେ ରୁମରେ ଚାରିଜଣ

Hi…ନମସ୍କାର… ଓଡ଼ିଆ ଯୌନ କାହାଣୀର ସମସ୍ତ ପାଠକଙ୍କୁ ମୋର ସ୍ୱାଗତ । ମୁଁ ପୂର୍ବ କାହାଣୀରେ ମୋନା ସହ ମୋର ହଠାତ ରୋମାଞ୍ଚ ଭରା ଗିଁହାଗେହିଁ କେମିତି ହେଲା କହିଥିଲି । ମୋନା ସଖାଳୁ ତା ଡାଡିଙ୍କ ସହ ଚାଲିଗଲା । ଏପଟେ ଭାଉଜ ମୋ ଟାଙ୍ଗ ଖିଚୁଥିଲେ କିନ୍ତୁ ମୋନା ସହ ଆଉ ଦେଖା ହେଲାନାହିଁ । କାରଣ ତା ଡାଡି ତାର tc ନେଇଗଲେ ଅନ୍ୟ college କୁ ସେତେବେଳେଵ fecebook କି whatsapp ତ ଦୂରର କଥା ମୋବାଇଲ ବି ନଥିଲା । ତେଣୁ ଜାଣି ପାରିଲିନି ସେ କୁଆଡେ ଗଲା ।

ଧୀରେ ଧୀରେ ତାକୁ ଭୁଲିଗଲି ଏପଟେ ଘର ଲୋକଙ୍କର ପାଠପଢା ପାଇଁ ତାଗିଦ ଓ ପାଠର ଚାପରେ ମୁଁ ମୋର ବେଧୁଆମୀ ସବୁ ଧିରେଧିରେ ଭୁଲିବାକୁ ଲାଗିଲି । କଲେଜରେ ମୋ class ର ଗୋଟେ ଝିଅସହ ମୋର ଭଲ ବନ୍ଧୁତା ହୋଇଗଲା । ମୋ ସାଙ୍ଗମାନେ ତା ସହ ମୋତେ ଯୋଡିକି କ୍ଳାସରେ ବହୁତ ଚର୍ଚା କରନ୍ତି । କିନ୍ତୁ ସତ କହୁଛି ବନ୍ଧୁତା ପ୍ରତି ମୋର କେବେବି ସେମିତି ଭାବନା ଆସିଲା ନାହିଁ । ସେହିଦିନଠାରୁ ମୋ ଜୀବନର ମୋଡ ବି ବଦଳି ଯାଇଥିଲା କେବଳ ପାଠ ଆଉ ପାଠ….

+୨ ସରିଲା ରେଜଲ୍ଟ ଭଲ ହେଲା ସମସ୍ତେ +୩ ପାଇଁ collage ବଦଳେଇ ଦେଲେ । ମୁଁ UN college SORO ରେ ଆଡ଼ମିସନ କଲି । Commerce ବିଭାଗରେ ନୁଆ ଯାଗ, ନୁଆ, college, ନୁଆ ବିଭାଗ ନୂଆସାଙ୍ଗ, ସବୁକିଛି ନୁଆ ଟିକେ ଟିକେ ଅଡୁଆ ଲାଗିଲା । class ଆରମ୍ଭ ହେଲା ଦୁଇ ତିନି ଦିନ ଏମିତି କଟିଗଲା । ଦିନେ ମୁଁ ମୋ ସାଙ୍ଗ ଆଦି ସହ collage କ୍ୟାମ୍ପସରୁ class ସାରି ବାହାରିଲା ବେଳକୁ ହଠାତ ନଜର ପଡିଲା park ରେ ବସିଥିବା ଚାରି ପାଞ୍ଚଜଣ ଝିଅଙ୍କ ଉପରେ । ତାଙ୍କ ଭିତରୁ ଜଣେ ଝିଅ ଚିହ୍ନାଚିହ୍ନା ଲାଗିଲା ମନେ ପକାଇବାକୁ ଚେଷ୍ଟା କଲି କିଏ ଏ ଝିଅ । ଠିକ ମୋନା ଭଳି ଚେହେରା ମୋନା ନୁଁହେତ?

ମୁଁ ମୋ ସାଙ୍ଗକୁ ବାହାନା କରି କହିଲି ଚାଲ park ରେ ବସିବା ଦୁହେଁ ଗଲୁ ଠିକ ସେମାନଙ୍କ ପାଖରେ ବସିଲୁ । ସାହସ ହେଉ ନଥାଏ ସିଧା ସେମାନଙ୍କୁ ଦେଖିବାକୁ ହଠାତ ଗୋଟେ ଝିଅ ମୋ ଆଗରେ ଆସି ଠିଆ ହୋଇଗଲା କହିଲା ତୁମେ ଏଠି କେମିତି ? ମୁଁ ବୋକାଙ୍କ ଭଳି ତାକୁ ଚାହିଁ ରହିଥାଏ ସେଇ ଚେହେରା ସେଇ ସେଇ ଗଠନର ଝିଅ କିନ୍ତୁ ପୋଷାକ ପୁରା ଅଲଗା ? ପାଦଠାରୁ ମୁଣ୍ଡଯାଏ ଦେଖିଲି ! ଘନନୀଳର ଚୁଡିଦାର ସାଙ୍ଗକୁ ହଳଦୀ ରଙ୍ଗର କୁର୍ତ୍ତି ଶରୀରକୁ ପୁରା ଘୋଡେଇ ରଖିଥାଏ । ଛାତିର ସ୍ତନ ଦୁଇଟି ଉପରକୁ ଉଠିଥିଲେ ବି ନାଲି ରଙ୍ଗର ଓଢଣୀ ତାର ରକ୍ଷ୍ୟା କରୁଥାଏ ।

ମୁଁହରେ ହାଲକା ମେକପ, ମୁଣ୍ଡରେ ଛୋଟ ବିନ୍ଦିଟିଏ, କାନରେ ଛୋଟ ଝୁମକା….ଠିକ ହଳଦିବସନ୍ତ ଭଳି ଲାଗୁଥାଏ । ଆଖିକୁ ବିଶ୍ୱାସ ହେଲାନାହିଁ କିନ୍ତୁ ସେ ମୋତେ ଜାଣିଲା କେମିତି ? ମୁଁ ଭାବନାରେ ବୁଡିଗଲି ପୁଣି ସେ ମୋତେ ହଲେଇ ଦେଇ କହିଲା କଣ ଚ଼ିହ୍ନି ପାରୁନ ? ମୋ ପାଟିରୁ ହଠାତ ବାହାରି ଗଲା ମୋନା….? ମନେ ଅଛି ତାହେଲେ…. ମୁଁ ହଁ କହିଲି, ଏଠି ଆଡ଼ମିସନ କଲ କି? ହଁ +୩ commerce ରେ ।

ସେ କହିଲା ଭଲ ହେଲା ତାହେଲେ ଏତିକି ବେଳେ ଅନ୍ୟ ଝିଅମାନେ ଡାକିଲେ ମୋନା ଆସ class ଟାଇମ ହେଲାଣି । ସେ ହଁ ଯାଉଛି କହି ମୋତେ କହିଲା ମୁଁ class ରୁ ଅସିଲେ କଥା ହେବା….କହି ଚାଲିଗଲା । ମୁଁ ତାକୁ ସେମିତି ଚାହିଁ ରହିଥାଏ । ମୁଁ ମୋ ସାଙ୍ଗ କଥାରେ ମୁଁ ଭାବନା ରାଇଜରୁ ଫେରିଲି, ଆଦି ପଚାରିଲା ତୁ ଏ ଝିଅକୁ ଜାଣିଛୁ ? ମୁଁ କହିଲି ହଁ ଆମ collage ରେ ଦୁଇ ମାସ ପଢୁଥିଲା କିନ୍ତୁ tc ନେଇ ପଳେଇଲା ବାସ ଏତିକି ଜାଣିଛି ।

ମୁଁ ପ୍ରକୃତ କଥା ଆଦିକୁ ଲୁଚେଇଲି କିନ୍ତୁ ଆଦି କହିଲା ଜାଣିଚୁ ବହୁତ ଭଲ ଝିଅଟେ ଦୁଇ ବର୍ଷ ହେଲାଣି ସେ କୌଣସି ପୁଅଙ୍କ ସାଙ୍ଗରେ କଥା ବି ହୁଏନି କିନ୍ତି ତୁ ଏ collage ର ପ୍ରଥମ ପୁଅ ଯାହା ସହ ସେ କଥା ହେଲା….ଆଦି ସେହି collage ରେ +୨ ପଢିଥିଲା….ମୁଁ ମୋ ଆଖି ଓ ଆଦିର କଥାକୁ ବିଶ୍ୱାସ କରି ପାରିଲିନି । ଯେଉଁ ଝିଅ ଦୁଇ ମାସ ଭିତରେ ଆମ collage କୁ ଝଡ଼ ନେଇ ଆସିଥିଲା ଏ ସେଇ ଝିଅ ତ…. ଆଦି ସେହି collage ରେ +୨ ପଢିଥିଲା….ତେଣୁ ସେ ଜାଣିଥିବ ।

କିନ୍ତୁ ଏ ସେଇ ମୋନା ହେଇ ନପାରେ….! କିଛି ସମୟ ନିରବ ରହି କହିଲି ଚାଲ ରୁମକୁ ଯିବା…ଆଦି କହିଲା ଆରେ ସେ ପରା ତୋତେ କହିଲା class ସରିଲା ପରେ ତୋତେ ଦେଖା କରିବ ତୁ କେମିତି ପଳେଇବୁ ତୁ ଜାଣିଛୁ କେତେ ପିଲା ତା ସହ କଥା ହେବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷ୍ୟା କରିଛନ୍ତି । ତୋତେ ସେ ସୁଯୋଗ ମିଳିଛି ତୁ ଛାଡୁଛୁ । ମୁଁ ହସିଲି ଭାବିଲି ଆଦିକୁ ଯଦି ମୁଁ ସତ କହିବି ଏ ଜମାରୁ ବିଶ୍ୱାସ କରିବନି ମୁଁ ତାକୁ ଗେହିଁଥିଲି ବୋଲି କହିଲେ । ଆଦି କହିଲା କଣ ଭାବୁଚୁ, ଆରେ ତୁ ନହେଲେ ତ ବାହାନାରେ ମୁଁ ତ ଟିକେ କଥା ହୋଇ ପାରିବି ।

ମୁଁ କହିଲି ହଉ ରହ ସେ ଆସୁ ମୁଁ ତୋର ସେଟିଙ୍ଗି କରିଦେବି ଆଦି କହିଲା ସେ ଚେଷ୍ଟା ମୁଁ +୨ ସେକେଣ୍ଡ ଇୟରରେ କରି ସାରିଛି ସେ ସିଧା ସିଧା ମନା କରିଦେଲା । ତୁ ଭାଗ୍ୟବାନରେ ତୋର ପୁରା ଜମିଗଲା । ମୁଁ ହସିଲି କିଛି ସମୟରେ ମୋନା ଆସିଲା । ମୁଁ ତାକୁ ପୁଣି ଆଶ୍ଚର୍ଯ ହୋଇ ଚାହିଁଲି । ମୋ ଆଖି ତାକୁ ପଚାରୁଥିଲା ତୁ ସେଇ ମୋନା ତ । ସେ ଲାଜେଇ ମୁରୁକି ହସି ପଚାରିଲା କେମିତି ଅଛ ? ଭଲ ଅଛି ତୁ ? କହିଲା ଯେମିତି ଦେଖୁଛ ସେମିତି….ତା ଇସାରରୁ ମୁଁ ବୁଝିଗଲି ସେ ଆଦି ଆଗଲେ କିଛି ଖୋଲିକି ନ କହିଲେ ବି ଜାଣିଗଲି ।

ସେ ପୁରା ବଦଳି ଯାଇଛି ଅତୀତର ଘଟଣାରୁ ପଚାରିଲି କଣ ଏତେ ଜଲଦି class ସରିଗଲା । କହିଲା ନା ମୁଁ ୧୫ମିନିଟି ପରେ କାମ ଅଛି କହି ଆସିଲି….ଆଦି, ମୁଁ ଓ ମୋନା ଇଆଡୁ ସିଆଡୁ କଥା ହେଇ କିଛି ବାଟ ଚାଲି ଚାଲି ଆସିଲୁ । ତା ହଷ୍ଟେଲ ପର୍ଯ୍ୟନ୍ତ ମୋନା ମୋତେ କଣେଇ କଣେଇ ଚାଁହୁଥାଏ । ଗଲାବେଳେ କହିଲା ରବିବାର ଦିନ ଆସିବ ତୁମ ପାଖରେ ବହୁତ କଥା ଅଛି । ଆଦିକୁ ବି କହିଲା ଆଦି ଭାଇ ତୁମେବି ଆସିବ, ବସିକି କଥା ହବା । ଆଦି ମୋନାର ଏହି ପରିବର୍ତ୍ତନକୁ ଜମାରୁ ବି ହଜମ କରି ପାରିଲାନି ପଚାରିଲା ଆବେ ରାହୁଲ ଦୁଇ ବର୍ଷ ଭିତରେ collage ରେ କାହାକୁ ବି ସେ ହସିକି କଥା ପଦେ ହେଇ ନଥିଲା ତୁ କହୁଛୁ ତୁମ collage ରେ ସେ ଦୁଇ ମାସ ପଢ଼ୁଥିଲା କିନ୍ତୁ ତୋ ସହ ସେ ଏମିତି ମିଶିଗଲା ଯେମିତି ତୁ ତାର ଜନ୍ମରୁ ପରିଚିତ ।

ଆଦି କହିଲା ଆଉ ଗୋଟେ କଥା ମୁଁ ଲକ୍ଷ୍ୟ କଲି ତୋତେ ଦେଖି ତା ମୁଁହରେ ଗୋଟିଏ ଅଲଗା ଖୁସି ପ୍ରକାଶ ହେଉଥିଲା ଯେମିତି ତୁ ତାର ଅତି ନିଜର । ଯେଉଁ ଝିଅ ଜମାରୁ class miss କରେନି ସେ ଆଜି ୧୫ମିନିଟିରେ class ରୁ ପଳେଇ ଆସିଲା, ମୋ ସହିତ ହେଲେ କଥା ହେଲା, ସତ କହ ଘଟଣା କଣ ? ମୁଁ ନୀରବରେ ହସୁଥାଏ ଆଉ କହିଲି ନାବେ ସେମିତି କିଛି ନୁହେଁ ।

ଆଦି – ସଳା ମିଛୁଆ ସତ କହ ! ମୁଁ କହିଲି ହଉ ରହ ରବିବାର ଦିନ ଆସି ତାକି ତୁ ନିଜେ ପଚାରି ଦବୁ ସେ କଥା ସେ କହିବ ମୋତେ ପଚାରିଲେ ମୁଁ କେମିତି କହିବି । ମୁଁ ଯାହା ଜାଣିଥିଲି କହିଲି ଦୁହେଁ room କୁ ଆସିଲୁ ମନପୁରା କୁରୁଲୁଥାଏ ମୋନାର ସେଇ ଲଙ୍ଗଳା ଦେହ ମୋ ସହ ସେକ୍ସ କଲା ବେଳର ତା ମତୁଆଲା ଚାହାଣୀ ମୋତେ କୁଣ୍ଡେଇ ଧରି ଦେଇଥିବା ଚୁମ୍ବନ, ଯୌନ ତୃପିଟିର ସେଇ ମାଦକ ଭରା ମୁରୁକି ହସ କ୍ଷଣକ ଭିତରେ ମୋ ଆଖିରେ ନାଚିଗଲା ।

ସେଦିନ ରାତିରେ ନିଦ ହେଲା ନାହିଁ ମୋତେ ଆଉ ଆଦି ମୋ ପଛରେ ପଡିଯାଇଥାଏ, କହିଲା ତୁ ସଲା ମୋନା କଥା ଭାବୁଚୁ ନା ମୁଁ କଣ ଉତ୍ତର ଦେବି ସେଦିନର ମୋନା ଆଉ ଆଜିର ମୋନା ଭିତତେ ଆକାଶ ପାତାଳ ଫରକ । କେମିତି ତା ଅତୀତର ସେହି କଳଙ୍କିତ କାହାଣୀ କହିବି ଆଦିକୁ ? ହଁ ଭଲ ପାଉଛି ବୋଲି କହି ପାରିଥାଆନ୍ତି ! କିନ୍ତୁ କେମିତି ମୁଁ ତାକୁ collage ରେ ହଠାତ ଦେଖିଲି ପୁଣି ମୁଁ ବି ଜାଣି ନାହିଁ ସେ ମୋତେ ଭଲପାଏ କି ନାହିଁ ? ଏମିତି ଅନେକ ପ୍ରଶ୍ନ ଭିତରେ ଆଖିକୁ ନିଦ କେତେବେଳେ ଆସିଗଲା ଜାଣି ନାହିଁ !

ସଖାଳୁ ଉଠିଲା ବେଳକୁ ଆଦି ଘରକୁ ଯିବାକୁ ବାହାରୁଚି ପଚାରିଲି କିରେ ଆଜି ତ class ନାହିଁ କୁଆଡେ ବାହାରିଲୁ । ସେ ଗମ୍ଭୀର ହୋଇ କହିଲା ଘରକୁ ମୁଁ କହିଲି କେବେ ଫେରିବୁ କହିଲା ୧୫ ଦିନ ପରେ ମୁଁ କହିଲି ମୁଁ ପରା ମୋନା ସହ ତୋର ସେଟିଙ୍ଗ କରିଥାନ୍ତି ? ସେ କହିଲା ଚୁପ ରହ ବାପା ବାହାରେ ଅଛନ୍ତି ମୋ ଜେଜେମା ଚାଲିଗଲେ ଯିବାକୁ ହବ ମୁଁ କହିଲି sorry ଭାଇ ଜାଣି ନଥିଲି କେତେବେଳେ? କେମିତି?

ସେ କହିଲା ଆରେ ନା ନା କିଛି ନାହିଁ ବୟଷ ୮୫ ହୋଇ ଯାଇଥିଲା ହଠାତ ଏମିତି ହେଲା । ତୁ ବ୍ୟସ୍ତ ହେବାର ନାହିଁ ମୁଁ ଜଲଦି ପଳାଇ ଆସିବି ଆଉ ରହିଲା ମୋନା କଥା ଆରେ ବୋକା ସେ ହେଉଛି କେବଳ ତୋର ବୁଝିଲୁ ଆମ ମାନଂକୁ ସେ ଘାସ ବି ଦିଏନି କିନ୍ତୁ ଦେଖିଲୁ କାଲି ତୋ ପାଇଁ ସେ class miss କରିଦେଲା ବୁଝିଲୁ ସେ ତୋତେ ଅପେକ୍ଷ୍ୟା କରିଥିଲା ।

ଆଦି ଗଲା ପରେ class ନଥିବାରୁ ମୁଁ ଏକା ବୋର ହଉଥିଲି ଆମେ ଦୁହେଁ ଗୋଟିଏ ଭଡା ଘରେ ରହୁଥିଲୁ ପାଖରେ କିଛି ନଥିଲା ଗାଁ ଓ ମାର୍କଟରୁ ଦୂରରେ ସେଥିପାଇଁ ମୁ ଟିକେ ମାର୍କେଟ ଆଡ଼େ ବୁଲିବାକୁ ଗଲି ବୁଲୁ ବୁଲୁ ଦିନ ୧୨ ଟା ବାଜିଲା ଗୋଟେ hotel ରେ ଖାଇ ଦେଲି ଖାଇସାରି room କୁ ଯିବା ବେଳେ….ହଠାତ ମୋତେ କିଏ ଡାକିଲା ରାହୁଲ! ଟିକେ ରୁହ ମୁଁ ଏପଟ ସେପଟ ଚାହିଁଲି ଦେଖିଲି ମୋନା NH5 ର…. ଆର ପାଖରୁ ମୋ ପାଖକୁ ଦୌଡ଼ି ଆସିଲା ହଠାତ ଗୋଟେ ଗାଡି ଆସୁଥିବାର ଦେଖି ତାକୁ ଟାଣି ଆଣିଲି ସେ ଆସି ମୋ ଦେହରେ ଲୋଟିଗଲା ତା ଦୁଧ ଦୁଇଟି ମୋ ଦେହରେ ପୁରାପୂରି ଚାପିଗଲା ।

ମୁଁ ଟିକେ ରାଗିଲା ଭଳି କହିଲି ପାଗିଲି ହେଇ ଗଲୁଣୀ କି ? ପଛରୁ ଗୋଟିଏ ଝିଅ କହିଲା ହଁ ଭାଇ ସେ କାଲିଠାରୁ ତୁମ ପାଇଁ ପୁରା ପାଗିଲି ପରି ହଉଛି କାଲି ତୁମକୁ ଦେଖିଲା ପରଠାରୁ ପୁରା ପାଗିଲି ଭଳି ଗପୁଚି ମୋତେ କାଲି ରାତିସାରା ଶୋଇବାକୁ ଦେଲାନି । ତାର ସେଇ ଅତୀତର କାହାଣୀ ଓ ତୁମସହ ଘଟିଥିବା ଘଟଣା ସବୁ ରାତିସାରା ଗପୁଚି….ଏବେ ତୁମେ ଭାଇ! ତାକୁ ସମ୍ଭାଳ ମୁଁ ଆଉ ପାରୁନି ଆଜି ବି ସେ class କରିନି କି ମୋତେ class କରିବାକୁ ଦେଇନି, ଦିନ ୮ଟା ଠାରୁ collage ରେ ଥିଲୁ ମୋତ ଭୋକ ହବାରୁ ମୁଁ ବାଧ୍ୟ କରି ତାକୁ ନେଇ ଆସିଛି collage ସାରା ତୁମକୁ ଖୋଜୁଛି ସଖାଳୁ ଏତେ ପର୍ଯ୍ୟନ୍ତ କିଛି ଖାଇନି….ଗୋଟିଏ ନିଃଶ୍ୱାସରେ ଝିଅଟି ସବୁ କହିଗଲା….

ମୋନା ଏବେବି ସେମିତି ମୋତେ ଜାବୁଡି ଧରିଥାଏ…. ସେ ଝିଅର କଥାକୁ ତାର ଖାତିରି ନଥାଏ….ତା ଆଖି ପୁରା ଛଳ ଛଳ ହୋଇ ଯାଇଥାଏ….ମୁଁ ମୋନାକୁ ସହଜ କରି କହିଲି ଟିକେ ଶାନ୍ତ ହଅ ! ମୋନା ମୋତେ ଛାଡି ଦେଲା….ମୁଁ ସେ ଝିଅକୁ ଚାହିଁଲି ସେ କହିଲା ଭାଇ ମୁଁ ମାନି ! ମୋନାର ସାଙ୍ଗ ମୁଁ ତାକୁ hi କହିଲି….ମୋନାକୁ ପଚାରିଲି ତୁ ଖାଇନୁ ? ସେ କହିଲା ତୁମେ ଆଗ କୁହ collage କାହିଁକି ଆସି ନଥିଲ ? ମୁଁ କହିଲି ଆରେ ଆଜି ଆମର class ନଥିଲା ! ମତେ ତ କହି ପାରି ଥାଆନ୍ତ ?

କେମିତି କହିଥାନ୍ତି ତୁ ତ କାଲି ସାଙ୍ଗେ ସାଙ୍ଗେ ଚାଲିଗଲୁ ତାପରେ ମୁଁ କେମିତି ଜାଣିବି ତୁ ଆଜି ଏମିତି ପାଗିଲି ଭଳି ହବୁ ବୋଲି । ତୁ ତ କହିଥିଲୁ ଆମେ sunday ରେ କଥା ହେବା ଆସିବ….ହଁ କହିଥିଲି କିନ୍ତୁ…. ହଉ ଛାଡ଼ ଚାଲ ତୁମେ ଆଗ ଖାଇ ନିଅ ପରେ କଥା ହେବା ନା ମୁଁ ଖାଇବିନି…. ଆରେ ତୋ ସାଙ୍ଗକୁ ପରା ଭୋକ ହେଲାଣି….ସେ ମରୁ….ମାନି କହିଲା ଚାଲ ଖାଇବା ଭାଇ କଣ କୁଆଡେ ପଳେଇବେ ନା କଣ? ସେ ଶାନ୍ତ ହୋଇ ଖାଇବାକୁ ଗଲା ଆମେ ଖାଇ ସାରି collage park ରେ ବସିଲୁ ସବୁ ପିଲ ମୋନାକୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥାଆନ୍ତି ମୋନା ଜଣେ ପୁଅ ସହିତ ଗପୁଛି….

କିଛି ସମୟ ପରେ ମାନି କହିଲା ମୋନା ଟିଉସନ୍ ଟାଇମ ହେଲାଣି ତୁ ଯିବୁନା ନାହିଁ ମୋନା କହିଲା ତୁ ଯା ମୁଁ ତୋ ନୋଟ ଦେଖିଦେବି ମାନି ପଳେଇଲା ମୁଁ ମୋନାକୁ ପଚାରିଲି ତୁ class ଓ tuition କାହିଁକି ବନ୍ଦ କଲୁ…. ସେ କହିଲା please ଆଜି ଗୋଟିଏ ଦିନ କିଛି କୁହନି ଆଉ କେବେବି ଏମିତି କରିବିନି….କିନ୍ତୁ କାହିଁକି? କହିଲା ସତରେ ! ମୁଁ କେବେବି ଭାବି ନଥିଲି ଜୀବନରେ ଆଉ ତୁମ ସହ ଦେଖା ହବ ବୋଲି…. ଅଜି ମୁଁ ବହୁତ ଖୁସି ଅଛି….ମୁଁ କହିଲି ମୋନା ଚାଲ ଆମେ କଥା ହେଇକି room କୁ ଯିବା ଏଠି ସମସ୍ତ ତୋତେ କେମିତି ଦେଖୁଛନ୍ତି ସେ କହିଲା ଆଦି ଭାଇ ନାହିଁ କି? କହିଲି ନା ଘରକୁ ଯାଇଛି କହିଲା ହଉ ଚାଲ….ଚାଲୁ ଚାଲୁ ମୁଁ କହିଲି ମୋନା….ଉଁ ସେ ଉତ୍ତର ଦେଲା…. ତୁ ଏମିତି କାହିଁକି କଲୁ ? ମୁ କଣ କଲି ? ତୁ ତ ଜୀବନର ସବୁ କାହାଣୀ ମାନିକୁ କହିଦେଲୁ….ସେ ହସି ହସି ମୋତେ ଦ୍ଦେଖିଲା ଓ କହିଲା କହୁ କହୁ କହିଦେଲି ସେ କାହାକୁ କହିବନି….

ମୋନା ପୁଣି କହିଲା ଜାଣିଛ ? ମୁଁ ପୁରା ବଦଳି ଯାଇଛି ଆଉ କୋଉ ପୁଅ ପିଲା ସହିତ ଗପୁନି କି କିଛି କରୁନି….ମୁଁ ମଜାରେ କହିଲି କିଏ କହିଲା ସାରା collage ରେ କହୁଛନ୍ତି ମୋନା ଗୋଟେ ପୁଅ ସହିତ ବସି ଗପୁଛି….ସେ କହିଲା କିଏ କହୁଛି ? ମୁଁ କହିଲି ତୁ ଏବେ କଣ କରୁଛୁ ? ସେ ଲାଜେଇ ଗଲା ଓ ମୁରୁକି ହସିଦେଲ ଠିକ ସେଦିନର ହସ ଭଳି…. ମୁଁ କହିଲି ତୁ ଜାଣିଛୁ ଏ collage ରେ ତୋର କେତେ ସ୍ନମାନ ଥିଲା ତୁ ତାକୁ ଗୋଟେ ଦିନରେ ପୋଡି ଖାଇଦେଲୁ ? କେମିତି? ଯେଉଁ କଥା ତୁ ଦୁଇ ବର୍ଷ ହେଲାଣି କାହାକୁ କହି ନଥିଲୁ ମାନିକୁ କେମିତି କହିଲୁ ସେ କହିଲା ଡରନି ମାନି ମୋ ପିଉସୀ ଝିଅ ସେ ଆଗରୁ ସବୁ ଜାଣିଥିଲା । ମୁଁ ତାକୁ ସବୁ କହିଛି ଆମ ଦୁଇ ଜଣଙ୍କ ଛଡା ଆଉ କେହି ଜାଣି ନାହାନ୍ତି…. ଆମ କଥା ବି?

ମୁଁ ଏମିତି ପଚାରିଲି….ସେ କହିଲା ହଁ ସେଥିପାଇଁ ସେ ତୁମ ପାଖରେ ମୋତେ ଛାଡି ଚାଲିଗଲା ନହେଲେ ସେ ମୋର ବଡ଼ିଗାର୍ଡ ଡାଡିଙ୍କ ତରଫରୁ ନିଯୁକ୍ତି ପାଇଛି କହି ହସିଲା ମନ ଖୋଲା ହସ ଓ କହିଲା ମୁଁ ତାକୁ କହିଛି ତୁମେ ଓ ଭାଇ, ଭାଉଜ ମିଶି କେମିତି ମୋତେ ବଞ୍ଚେଇ ଥିଲ…. କିନ୍ତୁ ଆମର ସେ ରାତି କଥା? ସେ କେମିତି ଜାଣିଲା ? କହୁଛି ତ ମୁଁ ତାକୁ ସବୁ କହିଛି ବୋଲି….କିନ୍ତୁ ସେ କେମିତି ତୋତେ ମୋ ପାଖରେ ଛାଡି ଚାଲିଗଲା ? କହୁଛି !ଏଇ ଦୁଇ ବର୍ଷରେ ମୁଁ ମୋର ସବୁ କଳଙ୍କିତ କାହାଣୀ ଭୁଲି ଯାଇଛି…. ଡାଡିଙ୍କର ଗୋଟେ ଭଲ ଝିଅ ହୋଇ ଯାଇଛି…. ଭଲ ପାଠ ପଢୁଛି collage ରେ ସବୁ sir ଙ୍କର ଭଲ ଛାତ୍ରୀ ହୋଇଛି…. କେବଳ ତୁମ ପାଇଁ ।

ମୁଁ ସେଇଠୁ ପଚାରିଲି କେମିତି ? କହିଲା ସବୁ ସିନା ଭୁଲିଗଲି ଭୁଲି ପାରିଲିନି ସେଇ ରାତିକୁ….ମାନେ? ସେଦିନ ରାତି ଥିଲା ମୋ ପାଇଁ ଗୋଟେ କାଳ ରାତି ପ୍ରାୟ ସେଦିନ ତୁମେ ନଥିଲେ ମୁଁ ମରି ଯାଇଥାନ୍ତି? ତୁମେ ଜାଣିଛ କି ନାହିଁ ? ମୁଁ ଜାଣିନି ସେମାନେ ଯେଉଁ ପ୍ଲାନ କରିଥିଲେ ମୋତେ ସେମାନେ ମାରି ଦେଇ ଥାଆନ୍ତେ….ମୁଁ କହିଲି ନା ମୁଁ ସେ ପ୍ଲାନ ବିଷୟରେ କିଛି ଜାଣି ନଥିଲି କିନ୍ତୁ ମୁଁ କେମିତି ତତେ ବଞ୍ଚେଇଲି? ତୋତେ ତ ଭାଇ, ଭାଉଜ ଆଣି ଅମ ମେସରେ ରଖିଥିଲେ….ହଁ ଠିକ ଯେ ! କିନ୍ତି ତୁମେ ନଥିଲେ ଡରରେ ମୋ ହାର୍ଟ ଆର୍ଟକ ହେଇ ଯାଇଥାନ୍ତା…. ok ଠିକ ଅଛି କିନ୍ତୁ ସେ ରାତିରେ ଯାହା ଘଟିଲା ତାକୁ ତୁ କଣ କହିବୁ? କଥା ତ ସେଇଠି ମୋର ସେଇ କାଳ ରାତିକୁ ତୁମେ ତ ମଧୁ ରାତିରେ ବଦଳେଇ ଦେଲ କେମିତି ଭୁଲି ପାରିବି ମୁଁ ସେ ରାତିକୁ?

ମୋନା କହିଲା ଦୁଇ ବର୍ଷ ହେଲାଣି ଏମିତି ଗୋଟେ ରାତି ନାହିଁ ଯାହାକି ମାନି ଓ ମୁଁ ତୁମ ବିଷୟରେ କଥା ହେଇ ନଥିବୁ….ସେଥିପାଇଁ ମାନି ପଳେଇ ଗଲା ଏବେ ଜାଣିଲ? ସେତେବେଳକୁ ଆମେ ଯାଇ room ରେ ପହଁଚି ଗଲୁଣି ଖଟରେ ବସେଇ ଭାବିଲି ତା ଓଠକୁ ଜୋରରେ ଚୁମିବାକୁ କିନ୍ତୁ ନିଜକୁ ସଂଯତ କଲି ଭାବିଲି ମୋ ପାଇଁ ଯିଏ ବଦଳିଗଲା ତା ପ୍ରତି ଏମିତି ମନଭାବ ଠିକ ନୁହେଁ । ଏମିତି ଅନେକ କଥା ହେଲା ପରେ ସେ ପଚାରିଲା ତୁମେ କେମିତି ଜାଣିଲ ମୋର ଏ କଲେଜରେ ଭଲ ସମ୍ମାନ ଅଛି ବୋଲି?

ମୁଁ – ଆଦି କହୁଥିଲା….ଓ…. ସେ ପରା ମୋତେ ଲାଇନ ମାରୁଥିଲା….ମୋନା ତୁ ଯେମିତି ସୁନ୍ଦର ତୋତେ ସବୁ ଲାଇନ ମାରିବେ….ଆଦି କଣ କହୁଥିଲା ଜାଣିଚୁ ? କଣ? କହୁଥିଲା collage ରେ ମୁଁ ପ୍ରଥମ ପୁଅ ଯାହା ସହିତ ତୁ କଥା ହେଲୁ…. ହଁ ସତ କଥା ତୁମେ ହେଉଛ ମୋ ସ୍ୱପ୍ନର ରାଜା ମୋର ସବୁ କିଛି କହି ସିଧା ଆସି ମୋ ଓଠରେ ତା ଓଠକୁ ମିସେଇ ପ୍ରାୟ ୧୦ ମିନିଟ ଯାଏ ଚୁମିଲା ତା ଆଖିରୁ ଧାର ଧାର ଲୁହ ଝରି ଆସିଲା ତା ପିଠିରେ ହାତ ମାରି କହିଲି କଣ ହେଲା କାହିଁକି କାନ୍ଦିଲୁ ?

ସେ କିଛି ନକହି ମୋ ଛାତିରେ ମୁଣ୍ଡ ଯାକି ବସିଲା । ମୁଁ କହିଲି ମାନି ଜାଣିନି ଆମେ ଏଠି ଅଛୁ ବୋଲି ସେ ଯଦି ଖୋଜେ ? କହିଲା ଆଉ ଟିକେ ରୁହ ମୋ ମନ ଭରିନି….ମୁଁ କହିଲି କୋଉ କଥା ସେ କହିଲା ବ୍ୟସ୍ତ ହୁଅନି ସବୁ ହବ ଆଜି ନୁହେଁ ମୋର ମେନ୍ସ ହେଇଛି….ମୁଁ କହିଲି sorry ମୁ ମଜାକ କରୁଥିଲି ତୁ ସିରିୟସ ହେଇଗଲୁ କହିଲା ନା ସତ କହୁଛି ମୁଁ ରାଗିନି ମୁଁ ସବୁ ଭୁଲି ଯାଇଛି କିନ୍ତୁ ତୁମକୁ ଭୁଲିନି କି ତୁମର ସେ ରାତିର ପ୍ରେମକୁ ଭୁଲିନି….କି ଭୁଲି ପାରିବିନି କାରଣ ସେଦିନ ତୁମର ପ୍ରେମ ଓ ଅନ୍ୟମାନଙ୍କ କାମୁକତା ଭିତରେ ଆକାଶ ପାତାଳର ଫରକ ଥିଲା । ମୁଁ ଦାମୀ ଦାମୀ ଉପହାର ନେଇ ସେମାନଙ୍କ ପାଖକୁ ଯାଉଥିଲି ନିଜର ଭୋକ ମେଣ୍ଟେଇବାକୁ କିନ୍ତୁ କେବେବି ମେଣ୍ଟେନି ସେଥିପାଇଁ ପ୍ରତିଦିନ ଯିବାକୁ ହୁଏ କାରଣ ସେମାନେ କେବେବି ମୋତେ ଭଲପାଇବା ଦେଇ ନଥିଲେ କିନ୍ତୁ ତୁମେ ସେଦିନ ରାତିରେ ଯେଉଁ ଶାନ୍ତି, ତୃପ୍ତି, ପ୍ରେମ, ଓ ଭଲପାଇବା ଦେଇଥିଲ ମୁଁ ଆଜିଯାଏ ଭୁଲି ପାରୁନି ।

ତୁମ ପାଇଁ ମୁ ଆଜି ଗୋଟିଏ ଭଲ ଝିଅ ହେଇ ପାରିଛି….ନହେଲେ ଆଜି ମୁଁ ବଞ୍ଚିନଥାନ୍ତି ଯଦି ବଞ୍ଚିଥାନ୍ତି ତାହେଲେ ଗୋଟେ call girl ହେଇ ଯାଇଥାନ୍ତି ସେଇ ଗୋଟିଏ ରାତିର ପ୍ରେମ ପାଇଁ ମୋ ଜୀବରର ମୋଡ଼ ବଦଳିଗଲା । ମୁ କହିଲି ସତେ ନା କଣ? ଏତିକିବେଳେ ମାନି ଆସି ପଂହଁଚିଲା କହିଲା ହଁ ଭାଇ ସେ ସତ କହୁଛି ମୁ ମାନିକୁ ଦେଖି ଚମକି ଗଲି ଓ କହିଲି ତୁ ଆଗ କହ ତୁ ଏଠି କେମିତି? ସେ କହିଲା ଡରନି ମୁ ତୁମକୁ ଫଲୋ କରୁନି ଅଜି tuition ହେଲାନି collage ଆସିଲି ଦେଖିଲି ତୁମେ ସେଠି ନାଁହ….

ପାଖରେ ଥିବା ପିଲାଙ୍କୁ ପଚାରିଲି ପିଲାମାନେ କହିଲେ ଆଦିଭାଇ room ଆଡେ ଗଲେ ଆଉ ମୁଁ ଆସିଗଲି…. ତୁ କଣ ଆଦି room ଆଗରୁ ଜାଣିଥିଲୁ? କେତେ ପ୍ରଶ୍ନ ପଚାରୁଛ ? ଆଦି ଭାଇ ଏଠି ତିନି ବର୍ଷ ହେଲା ରହୁଛି ସମସ୍ତେ ଜାଣିଛନ୍ତି…. କିନ୍ତୁ….ସେ ମୋ କଥା ଛଡେଇ କହିଲା hello ଟିକେ ରୁହ କହୁଛି…. ତମ ମୋନା ଉପରେ ସମସ୍ତଙ୍କ ନଜର ସେ ଯୁଆଡେ ଗଲେ ତାକୁ ସମସ୍ତେ ଲକ୍ଷ୍ୟ କରି ଥାଆନ୍ତି ଓ ଲାଇନ ମାରନ୍ତି କିନ୍ତୁ ମହାରାଣୀ କାହାରିକୁ ଭାଉ ବି ଦିଅନ୍ତିନି ଜାଣିଛ ? ମୋନା ଲଜେଇ ଗଲା ମୋନା ମାନିର ଉପସ୍ଥିତିକୁ ଖାତିରି ନକରି ସେମିତି ମୋ ବେକରେ ହାତ ଛନ୍ଦୀ ମୋତେ କୁଣ୍ଡେଇ ବସିଥାଏ ।

କିଛି ସମୟର ନୀରବତା ପରେ ମୋନା କହିଲା ଗୋଟେ କଥା ପଚାରିବି ସତ କହିବ? ମୁଁ କହିଲି କଣ? ପଚାର….କହିଲା ନା ତୁମେ ଆଗ କୁହ ସତ କହିବ ବୋଲି…. ମୁଁ କହିଲି ମୋ ଉପରେ କଣ ତୋର ଭରସା ହଉନି ? ନା ସେକଥା ନୁହେଁ ତୁମେ କୁହ…. ହଉ ହେଲା ମୁଁ ସତ କହିବି….ମୁଁ କହିଲି….ମୋନା ଧୀର ସ୍ୱରରେ ପଚାରିଲା ମୋ ଛଡା ତୁମ ଜୀବନରେ ଆଉ କେତେ ଜଣ ଝିଅ ଅଛନ୍ତି? ମୁଁ କହିଲି ମୁଁ କଣ କୃଷ୍ଣ ନା କଣ? କହିଲା ନା ଏଇ ଦୁଇ ବର୍ଷ ଭିତରେ କଣ କେହି….ମୁଁ ତାର କଥାର ମର୍ମ ବୁଝିଗଲି ତାକୁ ମୁଁ ମୋ ଜୀବନର କରିଥିବା ସବୁ ବେଧୁଆମୀ କାମ କଥା କହିଲି (ମୋ ବେଧୁଆମୀ କାମଗୁଡ଼ିକ ସବୁ ମୋର ପ୍ରଥମ କାହାଣୀ – କିଶୋର ଜୀବନର ପ୍ରଥମ ରାସଲୀଳାରେ ଅଛି) ସେ ସବୁ ଶୁଣୁଥାଏ କହିଲା ସେସବୁ ତ ଅତୀତର କଥା ଏବେ…. ମୁଁ କହିଲି ମୋନା ସତ କଥା ହେଲା ସେଇ ରାତି ପରଠାରୁ ମୋ ଜୀବନର ମୋଡ ବି ବଦଳି ଯାଇଛି ତୁ ଯେମିତି ମୋତେ ଓ ସେ ରାତିକୁ ଭୁଲିନୁ ମୁଁ ବି ସେମିତି ତୋତେ ଓ ସେ ରାତିର ଘଟିଥିବା ଘଟଣା ଓ ତୋର ପ୍ରତେକ ସାନିଧ୍ୟକୁ ଭୁଲି ପାରିନି….

କେହି ଝିଅକୁ ଦେଖିଲେ ପ୍ରଥମେ ତୋ ମୁଁହ ନାଚିଯାଏ ତୋର ସେଇ ତ୍ରୁଟି ଭରା ମୁରୁକି ହସ ତୁ ଯେମିତି ତୋ ହୃଦୟର ଗୋଟିଏ ପାଖରେ ମୋତେ ଓ ଅନ୍ୟ ପାଖରେ ତୋ ପାଠପଢାକୁ ରଖି ଆଗକୁ ଚାଲିଥିଲୁ ମୁଁ ବି ସେମିତି ଚାଲିଥିଲି କିନ୍ତୁ…. ରହିଗଲ କାହିଁକି କୁହ? କହୁଛି ତୁ ମୋ ହୃଦୟର ଗୋଟେ ବନ୍ଦ ଅନ୍ଧାର କୋଠରୀରେ ଥିଲୁ ଭାବି ନଥିଲି ତୋ ସହ ପୁଣି ଦେଖାହବ ବୋଲି ତେଣୁ…. ଧୀରେ ଧୀରେ ଭୁଲିବାକୁ ଚାଁହୁଥିଲି କିନ୍ତୁ ପାରୁନଥିଲି….କହି ଚୂପ ହେଲି ସେ ମୋ ଗାଲକୁ ବାରମ୍ବାର କିସ କରୁଥାଏ ପୁଣି ପଚାରିଲା କେହି ଝିଅ ସାଙ୍ଗ? କହିଲି ହଁ economics class ର ଝୁମୁରି ଥିଲା ମୋର ଭଲ ସାଙ୍ଗ ଆମେ ଭଲରେ ଦୁଇ ଜଣ ବସି କଥା ହେଉ କିନ୍ତୁ କେବେବି ତା ପ୍ରତି ମୋର ଓ ମୋ ପ୍ରତି ତାର ସେଭଳି ଦ୍ରୁବଳତା ନଥିଲା collage ରେ ଚର୍ଚ୍ଚା ହୁଏ ସେ କହେ ରାହୁଲ ତୁ ସେସବୁକୁ କାନ ଦେନା ସେମାନେ ହେଲେ ବାଳୁଙ୍ଗା କହିବେ ଆମେ ଠିକ ଥିଲେ ଧୀରେ ଧୀରେ ଚୁପ ହେଇଯିବେ….

ମୋନା କହିଲା ଝୁମୁରି ନାନୀକୁ ମୁଁ ଜାଣିଛି ସେ ତ ମୋତେ କହିଥିଲା ଭାଇଙ୍କ ପାଖକୁ ଯିବାକୁ ସତରେ ନା କଣ? ମୋନା କହିଲା ସେ ତମକୁ କିଛି କହିନି କି? କୋଉ କଥା? ମୋ କଥା…. ସେ କେମିତି ଜାଣିବ ସେଦିନ ରାତିରେ କଣ ହେଇଥିଲା ? ଆଉ ଗୋଟେ କଥା ମୁଁ +୨ ପ୍ରଥମବର୍ଷ ଘରୁ ଆସୁଥିଲି କାହା ସହ ମିଶୁନଥିଲି ଦ୍ୱିତୀୟ ବର୍ଷ ଦୁଇ ମାସ ଭିତରେ ତୋ ସହ ଦେଖା ପୁଣି ରାତିର ସେଇ କେତେ ଘଣ୍ଟା ପାଇଁ ସେ ତୋ କେବେବି ତୋ ସହ ମେତେ ଦେଖି ନଥିଲା ? ଆଉ ଗୋଟେ କଥା ସେ ଏ ସବୁକୁ ଧ୍ୟାନ ଦିଏନି ଖାଲି ପାଠ ପଢା…. ହଁ ଜାଣିଛି ସେ ବହୁତ ଭଲ….

ପୁଣି କିଛି ସମୟର ନୀରବତା ପରେ ମୁଁ କହିଲି ମୋନା….ଉଁ….ତୋତେ ଗୋଟେ କଥା ପଚାରିବି କିଛି ଖରାପ ଭାବିବୁ ନାହିଁତ? ନା କୁହ…. ମୁଁ କହିଲି ନା ଥାଉ…. ମୋନା ଛୋଟ ପିଲାଟିଏ ଭଳି ମୋ ମୁଁହକୁ ଚାହିଁ କହିଲା କହିଲି ତ ଖରାପ ଭାବିବିନି କୁହ…. ମୁଁ ତାକୁ ପଚାରିଲି ମୋନା ତୁ ସେଦିନ ରାତିରେ ମୋତେ କହିଥିଲୁ ଯୌନ କ୍ରୀଡା ତୋର ଅଭ୍ୟାସ ହୋଇ ଯାଇଥିଲା ବୋଲି ତୁ ରହି ପାରୁନା କିନ୍ତୁ ଦୁଇ ବର୍ଷ କେମିତି ସଂଯମତା ରଖିଲୁ? ମୋନା କହିଲା ଆଗରୁ କହିଛି ଏବେ ବି କହୁଛି କେବେଳ ତୁମ ପାଇଁ ଏହା ସମ୍ଭବ ହେଲା….କିନ୍ତୁ….ଏତିକିରେ ମାନି କଥା ଛଡେଇ କହିଲା please ଭାଇ ତାକୁ ଆଉ କିଛି ପଚାରନି ସେଇଟା ଅଲାଜୁକୀଟା କଣ ନାଇ କଣ କହିଦେବ ତା ମୁଁହରେ ପାଣି ନାହିଁ….ମାନେ କି କଥା?

କହିଲା ମୁଁ କହୁଛି ଶୁଣ ସବୁଦିନେ ରାତିରେ ତୁମ କଥା ଭାବି ମୋତେ କୁଣ୍ଡେଇ କିସ କରି ସୋଇ ଯାଏ ତାହେଲେ ତୁ ବି? ହଁ ମୁବି ୟାକୁ କିସ କରେ ଆମ ଛାତି ଚାପି ହୋଇ ମଜା ଲେଗେ ଆଉ ନିଦ ଆସିଯାଏ….ମୁଁ କହିଲି ତାହେଲେ ଲେସବିଆନ….? ନା ପ୍ରକୁତରେ ଠିକ ସେଇଟା ନୁହେଁ….ଲେସବିଆନ ମାନେ ସମଲିଙ୍ଗୀ କିନ୍ତୁ ଆମେ ଦୁଇଜଣ ଯାକ ପୁରୁଷ ପ୍ରତି ଆକୃଷ୍ଟ କେବଳ ତୁମ ରାଣୀ ପାଇଁ ମୁ ସବୁ ସହିଯାଏ….ମୁଁ ପଚାରିଲି ତାହେଲେ ତୋର କେହି ବୟଫ୍ରଣ୍ଡ ? କହିଲା କୁଆଡୁ ଆସିବେ ତୁମ ରାଣୀ ପରା କିଛି କରେଇ ଦିଏ ନାହିଁ ଏବେ ତାକୁ ତୁମେ ମିଳିଗଲ ମୋ line clear ଓଃ…. ତାହେଲେ ତୋର କେହି ଲାଇନରେ ଅଛନ୍ତି ?

ସେ କହିଲା ହଁ ତୁମ ରାଣୀ ପଛରେ ଯୋଉମାନେ ପଡନ୍ତି ତାକୁ ନ ପାଇଲେ ମୋ ପଛ ଧରନ୍ତି । ମୁଁ କହିଲି ଆଦି ତୋ ଲାଇନରେ ଅଛି ତାହେଲେ…. ସେ କହିଲା ନା ସେମିତି କିଛି ନୁହେଁ….ଏବେ ପରା ତୁ କହିଲୁ ମୋନା ପଛରେ ଯୋଉମାନେ ପଡନ୍ତି ତାକୁ ନ ପାଇଲେ ତୋ ପଛ ଧରନ୍ତି ବୋଲି….ଆଦି ତ ମୋନାକୁ ଲାଇନ ମାରୁଥିଲା ହଁ ସେମିତି….ମୁଁ ମୋନାକୁ କହିଲି ମୋନା ଜାଣିଛୁ ମୁଁ ଆଦିକୁ କଣ କହିଛି….ମୋନା ପଚାରିଲା….କଣ? ମୁଁ ତାକୁ କହିଛି ସେ ଘରୁ ଅସିଲେ ତୋ ସହ ତୋର ସେଟିଙ୍ଗ କରିଦେବି ବୋଲି । ମୋନା ମିଛ ରାଗରେ ମୋତେ ମାରିବାକୁ ଲାଗିଲା ମୁଁ ହସି ହସି କହିଲି ଆରେ ରହ ପୁରା କଥାଟା ତ ଶୁଣ ତୁ ନ ହେଲୁ ନାହିଁ କହିଛି ଯେତେବେଳେ ମାନିକୁ କରିଦେବା ହେଲା ସେ ଶାନ୍ତ ହେଲା ଓ ଜୋରରେ ହସିଲା, ଆମେ ବି ହସିଲୁ….

ମାନି ଲାଜେଇ ଗଲା ତିନି ଜଣ ମିଶି ପ୍ରାୟ ୬ଟା ଯାଏ କଥା ହେଲୁ ତାପରେ ମୋନା କହିଲା ମାନି ଚାଲ ଡାଡି ୭ଟା ବେଳକୁ ଫୋନ କରିବେ ମୁଁ ଡରିଗଲି । ମୁଁ ପଚାରିଲି କାହିଁକି? ମାନି କହିଲା ଭାଇ ଡରନି ଏଇଟା ରୁଟିନ call…. ଆମେ ସମସ୍ତେ ସାଙ୍ଗହେଇ ଆସିଲୁ ମୋନା ସେତେ ବେଳକୁ ପୁରାପୁରି ଶାନ୍ତ ଥିଲା…. ମାର୍କେଟରେ ଗୁପଚୁପ ଖାଇଲୁ ତାପରେ ସେମାନେ ଚାଲିଗଲେ । ଗଲାବେଳେ ମାନି କହିଲା ଆଦି ଭାଇ କେବେ ଆସିବ ? ମୁଁ ପଚରିଲି କାହିଁକି ତୋର ତା ସହ ସେଟିଙ୍ଗ କରିଦେବି ଧର୍ଯ୍ୟ ଧର ସେ କହିଲା ସେକଥା ନୁହେଁ….ଆଉ କାଉ କଥା ସେ ମୋ କାନ ପାଖରର ଧୀରେ କହିଲା ତୁମ ରାଣୀର ମେନ୍ସ ହେଇଛି ଆଉ ଦୁଇ ତିନି ଦିନ ଅପେକ୍ଷା କର ମୁଁ ତାକୁ ନେଇ ତୁମ room ରେ ଛାଡି ଆସିବି ।

ମୁଁ ତାକୁ ଚାଲ ବଦମାସ କହି ହସିଲି ମୋନା ପଚାରିଲା ସେ କଣ କହିଲା । ମୁଁ – କିଛି ନାଇଁ କହି ହସିଲି ମୋନା ଜାଣିଗଲା କହିଲା ରହ ତୋତେ ଦଉଛି ଦିଇଟା ଗଲାବେଳେ ମୋନା ମୋତେ ଗୋଟେ କିସ ଦେଇ ବାଏ କହି ଚାଲିଗଲା । ମୁଁ ରାତି ଖାଇବା ଖାଇ ରୁମକୁ ଗଲି ରାତିରେ ଅତୀତ ବର୍ତ୍ତମାନ ଓ ଭବିଷ୍ୟତର କଳ୍ପନା କରୁକରୁ ସୋଇ ପଡିଲି ଏହାପରେ….(ଦ୍ୱିତୀୟ ଭାଗରେ କେମିତି ଦୁଇ ସାଙ୍ଗ, ମୁଁ ମୋନାକୁ ଓ ଆଦି ମାନିକୁ ଗୋଟେ room ରେ ଗେହିଲୁ ଲେଖିବି) ।

1 thought on “ମୁଁ ଗେହିଲି ମୋନାକୁ, ମୋ ସାଙ୍ଗ ଆଦି ଗେହିଲା ମାନିକୁ : ଗୋଟେ ରୁମରେ ଚାରିଜଣ”

  1. ମୋତେ ସବୁବେଳେ ସେକ୍ସ କରିବାକୁ ଇଛା ହେଉଛି..
    ଯାହାର ବାଣ୍ଡ ବଡ ଅଛି ମୋତେ ସନ୍ତୁଷ୍ଟ କରି ପାରିବ
    ସେ ହିଁ କେବଳ କଲ କର – ୯୮୬୧୨୫୧୦୮୫

Leave a Comment